ନୟାଗଡ ସଦର: ବାଇକକୁ ରକ୍ଷା କରିବାକୁ ଯାଇ ୫୭ ନମ୍ବର ଜାତୀୟ ରାଜପଥ ଟାକେରା ନିକଟରେ ୨ ଟ୍ରକ୍ ମଧ୍ୟରେ ଧକ୍କା, ୨ ମୃତ ଓ ୨ ଗୁରୁତର
Nayagarh Sadar, Nayagarh | Jul 26, 2025
ସଂଧ୍ୟା ୬ ଟା ସମୟରଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଟାକରା ନିକଟରେ ଏକ ବାଇକ୍ କୁ ରକ୍ଷା କରିବାକୁ ଯାଇ ଦୁଇ ମାଲ୍ ବୋଝେଇ ଟ୍ରକ୍...