କୁନ୍ଦୁରା ବ୍ଲକ ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ ଠାରେ ତିନିଦିନିଆ ଜୁନିଅର ରେଡ଼କ୍ରସ ପ୍ରଶିକ୍ଷଣ ଏବଂ ଅଧ୍ୟୟନ ଶିବିର ଉଦଯାପିତ ହୋଇଯାଇଛି। ଏନେଇ ଆଜି ଅପରାହ୍ନ ୩ ଟା ସମୟରେ ପ୍ରତିକ୍ରିୟା ରଖିଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା l ମୁଖ୍ୟ ଅତିଥିଭାବେ କୋଟପାଡ଼ ବିଧାୟକ ରୂପୁ ଭତ୍ରା ଯୋଗ ଦେଇଥିବା ବେଳେ ଜିଲ୍ଲାର 14 ଟି ବ୍ଲକ ରେ ରହିଥିବା ଉଚ୍ଚ ବିଦ୍ୟାଳୟ ଗୁଡିକର ଛାତ୍ର ଛାତ୍ରୀ ମନେ ଏଠାରେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l