ଖଲ୍ଲିକୋଟ୍: ଆସନ୍ତାକାଲି ଖଲ୍ଲିକୋଟ ରେ ଦୋକାନ ବଜାର ବନ୍ଦ କରିବା ନେଇ କଂଗ୍ରେସ ଓ ସିପିଆଇ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଆହ୍ବାନ
Khalikote, Ganjam | Jul 16, 2025
ଓଡ଼ିଶା କଂଗ୍ରେସ ଆସନ୍ତାକାଲି ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି। ଏହି ବନ୍ଦ ଡାକରାକୁ ବାମପନ୍ଥୀ ଦଳ ଓ ରାଷ୍ଟ୍ରୀୟ ଜନତା ଦଳ (ଏନସିପି) ସମେତ...