ବଲାଙ୍ଗୀର: ଚନ୍ଦନଭାଟିରେ ଦୁର୍ଗାମନ୍ଦିର ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମାମଲା ନିଶା ମହାରଣାଙ୍କୁ ଗିରଫ କରିପାରେ ପୋଲିସ ଘଟଣାରେ ୨ଅଟକ
" ଗିରଫ ହୋଇପାରନ୍ତି ନିଶା ମହାରଣା" ମହଙ୍ଗା ପଡିଲା ନଗ୍ନନୃତ୍ୟ | ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କ ନାଁରେ ମାମଲା ରୁଜୁ | ବଲାଙ୍ଗୀର ସଦର ଥାନାରେ ମାମଲା ରୁଜୁ କରିଛି ପୋଲିସ | ଗତ ବାର ତାରିଖ ସଦର ଥାନା ଚନ୍ଦନଭାଟି ଗାଁରେ ପଡ଼ିଥିବା ଯାତ୍ରା ଦୁର୍ଗାମନ୍ଦିରରେ ନଗ୍ନନୃତ୍ୟ କରିଥିଲେ | ବିଭିନ୍ନ ଲୋକଙ୍କ ଠାରୁ ଅଭିଯୋଗ ପାଇଲା ପରେ, ସଦର ଥାନାରେ ମାମଲା ରୁଜୁ ହୋଇଛି | ଯାତ୍ରା ଆୟୋଜକ ସୁରେନ୍ଦ୍ର ନାଗ ଏବଂ ରାଧେଶ୍ୟାମ ମେହେରଙ୍କୁ ଥାନାରେ ଆଜି ଅପରାହ୍ନ 4ଟା ସମୟରେ ଅଟକ ରଖିଛି ସଦର ପୋଲିସ | ଭୁବନେଶ୍ୱର ଯାଇ ଏକ ଟିମ ନିଶା ମହାରଣାଙ୍କୁ ଖୋଜୁଥିବା ସୂଚନା ମିଳିଛି | ଗିରଫ ହୋଇପ