ବର୍କିଗୁଡା ଗ୍ରାମରେ ନୂତନ ନାଟ ଶୁଭ ଉଦଘାଟନ ଉତ୍ସବ ରେ ରାତି 12ଘଣ୍ଟା ସମୟରେ ଯୋଗଦେଇ ନାଟର ଶୁଭାରମ୍ଭ କରିଥିଲେ ଡାବୁଗାଁ ବିଧାୟକ ଏବଂ ସେହି ସମୟରେ ନାଟ ମଞ୍ଚରେ ଗୀତ ଗାଈ ଚର୍ଚ୍ଚାରେ ଡାବୁଗାଁ ବିଧାୟକ ମୋନାହର ରନ୍ଧାରୀ। ଡାବୁଗାଁ ବିଧାୟକ ସବୁବେଳେ କଣସି ନା କଣସି କାର୍ଯ୍ୟପାଇଁ ଚର୍ଚ୍ଚାରେ ରୁହନ୍ତି