ବଡ ଖମାରରେ ଖେଳ ପଡିଆରେ 12 ତମ ଲାଲ ବହାଦୁର କ୍ରିକେଟ ଟୁର୍ନାମେଣ୍ଟର ଦ୍ୱତୀୟ ଦିବସର ମେଚ ଅନୁଷ୍ଠିତ l ସୂଚନା ଅନୁସାରେ ଆଜି ଅପରାହ୍ନ 5 ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ବଡ ଖମାର ଖେଳ ପଡିଆରେ ଦ୍ୱତୀୟ ଦିବସର ପ୍ରଥମ ମେଚ ନୁଆଁଗଡ଼ ଏବଂ କମିରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ନୁଆଁଗଡ଼ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 10 ଓଭରରେ 76 ରନ ସଂଗ୍ରହ କରିଥିବା ବେଳେ, ଜବାବରେ କମିରା ଦଳ ଆବଶ୍ୟକୀୟ ରନ ସଂଗ୍ରହ ବିଜୟୀ ହୋଇଥିଲା l ସେହିପରି ଦ୍ୱତୀୟ ମେଚ ମୁରୁଶୁଣ୍ଡି ଏବଂ ସାମସିଙ୍ଗା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ, ମୁରୁଶୁଣ୍ଡି ଦଳ ପ୍ରଥମେ ବ୍