କୋଟପାଡ: ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ
ସିଡିପିଓ କାର୍ଯ୍ୟାଳୟ ସମୁଖରେ ଅଗ୍ନିଶମ ବିଭାଗ ତରଫରୁ ମଗଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ବୋରିଗୁମ୍ମା ବ୍ଲକ ସ୍ଥିତ ଆଜି ସିଡିପିଓ କାର୍ଯ୍ୟାଳୟ ସମୁଖରେ ଅଗ୍ନିଶମ ବିଭାଗ ତରଫରୁ ମଗଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କିପରି ହଟାତଗ୍ୟାସ ରେ ନିଆଁ ଲାଗିଲେ ଆମେ ନିଆଁ ଦାଉରୁ କିପରି ରକ୍ଷା ପାଇବା ଘରେ ଯଦି ଲାଗିଲେ କିପରି ଟୁଲୁ ଫ୍ରି ନମ୍ବର କୁ ଯୋଗାଯୋଗ କରିବା ଭଳି ବିବିହ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ରୋଜାଲିନ କୋଟିଆ. ସରମିଷ୍ଟା ନାୟକ. କନକାଞ୍ଜଳି ହରିଜନ. ପ୍ରଭାସିନୀ ଚେଟି. ରମଣୀ କନ୍ଧ ପାନ. ସୁନିତା କରକରା. ଗୀତ ପଟନାୟିକ. ପ୍ରମୁଖ ଉପସ୍ଥିତ ଥିଲେ