ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେଗୁନିଆପଡା ଗୋଲା ସାହିରେ ବୁଧବାର ଜିରୋ ନାଇଟ ଉପଲକ୍ଷେ ମା ନାରାୟଣୀ ଯୁବନାଟ୍ୟ ସଂସଦର 17 ତମ ଅବଦାନରେ ମଞ୍ଚସ୍ଥ ସାମାଜିକ ନାଟକ" ତୁ ବୋଧେ ମୋ ଭାଗ୍ୟରେ ନାହୁଁ " କୁ ଉଦଘାଟନ କଲେ ସ୍ଥାନୀୟ ସରପଞ୍ଚ ମନୀଷା ପ୍ରଧାନ, ସରପଞ୍ଚ ମନୀଷା ପ୍ରଧାନ ସାମ୍ନାନୀତ ଅତିଥି ଭାବେ ନାଏବ ସରପଞ୍ଚ ଏମ ଦେବରାଜ ପାତ୍ର,ବ୍ରହ୍ମପୁର ର ନିର୍ଦେଶକ ବାବୁଲା ଭାଇ,ଗଞ୍ଜାମ ଜିଲ୍ଲାର ଦୃଦାନ୍ତ ଖଳନାୟକ ବଳିଆ ମହାରଣା, ମିରିଗୀ ଲେଣ୍ଡିର ଦୁର୍ଦାନ୍ତ ଖଳନାୟକ ଧ୍ରୁବ ଗୌଡ଼,ସମସ୍ତ ୱାର୍ଡ ସଭ୍ୟ ସଭ୍ୟାଗୋଲା ସାହି କମିଟି ବୃନ୍ଦ ଯୋଗଦେଇ ଥିଲେ ।