ବ୍ରହ୍ମଗିରି: ଭୁବେନେଶ୍ୱର ଠାରେ ବ୍ରହ୍ମଗିରି ବ୍ଲକର ବିଭିର୍ନ ଉର୍ନତି ମୂଳକ କାର୍ଯ୍ୟନେଇ ବୈଠକରେ ଯୋଗଦେଲେ ବିଧାୟିକା
ଗୁରୁବାର ୫ ଘଟିକା ସମୟରେ ବ୍ରହ୍ମଗିରି ବ୍ଲକର ବିଭିର୍ନ ପ୍ରକଳ୍ପ ଓ ଉର୍ନତି ମୂଳକ କାର୍ଯ୍ୟ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠରେ ବିଧାୟିକା ଉପାସନା ଯୋଗଦେଇ ନୂତନ ପ୍ରକଳ୍ପ ସମ୍ପର୍କ ଆଲୋଚନା କରିଥିବା ସୂଚନା ମିଳିଛି।