ଗୁରିବାର ୪ ଘଟିକା ସମୟରେ କୃଷ୍ଣପ୍ରସାଦ ବ୍ଲକ ବିରିପଦର ମୈାଜାର ଜାଆଁଣ ପଡିଆ କିଶମ ୩୦ଡିସିମିଲି ଜମି ଉପରେ ବଡଝାଡ ଗ୍ରାମର ଅକ୍ଷୟ ତରେଇ କରିଥିଲେ ଫାର୍ମ ହାଉସ୍,ଅକ୍ଷୟ ହେଉଛନ୍ତି ବର୍ତମାନ କୃଷ୍ଣପ୍ରସାଦ ବ୍ଲକ ଅଧକ୍ଷା ଙ୍କ ଦିଅର। ଫାର୍ମ ହାଉସ ରେ ବିଜେଡି ନେତା ଙ୍କ ନିର୍ବାଚନ ବୈଠକ ସହ ଆଡାସ୍ଥଳୀ ପାଲଟିଥିଲା।