ଲକ୍ଷ୍ମୀପୁର: କୁତ୍କାଝୋଲାକୁ ଆଜି ଯାଏଁ ହୋଇପାରିଲା ନାହିଁ ରାସ୍ତା
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ଠାରୁ ମାତ୍ର ଛଅ କିଲୋମିଟର ଦୂରରେ ଥିବା କୁତ୍କାଝୋଲା ଗ୍ରାମକୁ ସ୍ଵାଧିନତାର ଏତେ ବର୍ଷ ବିତିବାକୁ ଗଲାଣି ହେଲେ ଆଜିଜାଏଁ ଭଲ ରାସ୍ତାଟିଏ ଦେଖି ପାରିଲୁନି ବୋଲି ବଡ ଦୁଃଖର ସହ ଗ୍ରାମବାସି କହିଛନ୍ତି।