ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ ଅନ୍ତର୍ଗତ କଣ୍ଟାପାଲି ଗ୍ରାମକୁ ଆଜି ସକାଳ ସାଢେ ଏଗାରଟା ସମୟରେ ବ୍ରହ୍ମାବଧୂତ ବିରେନ୍ଦ୍ର ବାବା ଗସ୍ତ କରିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଭଵ୍ୟ ସ୍ୱାଗତ କରିଛନ୍ତି। ତେବେ ଆଜି ସକାଳୁ ପଞ୍ଚଗାଁ ବିଜାପାଲି ସ୍ଥିତ ମହିମା ଆଶ୍ରମରୁ ବାବା ଙ୍କୁ କାନ୍ଧରେ ବୋହି ଶ୍ରଦ୍ଧାଳୁ କଣ୍ଟାପାଲି ଗ୍ରାମ ଉପରପଡା ପର୍ଯ୍ୟନ୍ତ ନେଇଥିଲେ। ବାବା ଙ୍କ ଆଗମନରେ ପୁଷ୍ପ ବିଛାଇ ଭଜନ କୀର୍ତ୍ତନ କରାଯାଇ ସ୍ୱାଗତ କରାଯାଇଥିଲା। ଏହା ଏହିତ ସନ୍ଧ୍ୟାରେ ଯଜ୍ଞ ପୂଜା ଆଦି ସହିତ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆସନ୍ତାକାଲି ଗ୍ରାମରୁ ବାହାରି ବାବା ଛତିଶଗଡ଼