Opsc ରେ ୫୮ ନମ୍ୱର୍ rank ରଖି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ର କୁନାଲ୍ ରୁଙ୍ଗଟା ପୂର୍ତ୍ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ଭାବେ ମନୋନୀତ ହୋଇ ପାରିବାର ଓ ଝାରସୁଗୁଡ଼ା ପାଇଁ ଗୌରବ ଆଣିଛନ୍ତି ଯାହା ଅନ୍ୟ ମାନକ ପାଇଁ ପ୍ରେରଣା ପାଲଟିଛି। ସେମାନଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି।