ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ କିଭଳି ଚାଲିଛି ସରକାର ଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଅନ୍ତୋଦାୟ ଯୋଜନା,ବୃକ୍ଷ ରୋପଣ ଭଳି ବିଭିନ୍ନ ଜନକଲ୍ୟାଣ ଯୋଜନା l ଅଧିକାରୀ ମାନେ ଏହି ଯୋଜନା ଗୁଡିକ ଲୋକ ଙ୍କ ପକ୍ଷରେ ପହଂଚାଇବା ରେ କେତେ ହୋଇଛନ୍ତି ସଫଳ l ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ତଦାରଖ କରାଯାଉଥିବା ବେଳେ ବ୍ଲକ କାର୍ଯ୍ୟାଳୟ ପରିସରରେ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଅଧକ୍ଷତା ଅନୁଷ୍ଠିତ ହୋଇଯାଇଛି ଏକ ସମୀକ୍ଷା ବୈଠକ l