ବୀରମହାରାଜପୁର: ଖୁଣ୍ଟୁଲାପାଲିରେ ଦେଢ଼ ବର୍ଷ ପରେ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଖୋଲିଲା ଅଙ୍ଗନୱାଡ଼ି କେନ୍ଦ୍ରର ତାଲା
Biramaharajpur, Subarnapur (Sonepur) | Jul 23, 2025
ଉଲୁଣ୍ଡା ବ୍ଲକର ଖୁଣ୍ଟୁଲାପାଲିରେ ଦୀର୍ଘ ଦେଢ଼ ବର୍ଷ ହେବ ବନ୍ଦରହି ଥିବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଆଜି ମଧ୍ୟାହ୍ନ ପ୍ରାୟ 12ଟା ସମୟରେ...