ନୂଆଗାଁ ବ୍ଲକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ମଧୁପୁର ପରିସରରେ ସାପଟିଏ ଉଦ୍ଧାର କରି ବନବିଭାଗକୁ ଖବର ଦିଆଯାଇଛି।ପ୍ରାପ୍ତିସୂଚନାନୁସାରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ କ୍ରିଷ୍ଣା ବଡାଇକ ନୂଆଗାଁର ସ୍ନେକମାଷ୍ଟର ଜୟସଙ୍କର ଠାକୁରଙ୍କୁ ଖବର ଦେଇଥିଲେ।ଖବର ପାଇ ଜୟସଙ୍କର ଠାକୁର ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ କୌଶଳ ପ୍ରୟୋଗ କରି ସାପଟିକୁ ଧରିବାରେ ସଫଳ ହୋଇଥିଲେ।ସାପଟି ଦୁଧିଆ ନାଗସାପ ଓ ଲମ୍ବା ପ୍ରାୟ ୩ଫୁଟରୁ ଅଧିକ ବୋଲି ଜଣାପଡିଛି।ସ