କୋଟପାଡ: ଭୁବନେଶ୍ୱର ବିଧାନସଭାରେ ପଂଚାୟତ କାର୍ଯ୍ୟାଳୟର ପିଇନ ଏବଂ ଏସିଏଏମ ଙ୍କ ଦରମା ବୃଦ୍ଧି ପାଇଁ ଦାବୀ ରଖିଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା l
ପଂଚାୟତ କାର୍ଯ୍ୟାଳୟର ପିଇନ ଏବଂ ଏସିଏଏମ ଙ୍କ ଦରମା ବୃଦ୍ଧି ପାଇଁ ଦାବୀ ରଖିଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା l ଭୁବନେଶ୍ୱର ବିଧାନ ସଭାରେ ପ୍ରଶ୍ନ କାଳରେ କୋଟପାଡ଼ ନିର୍ବାଚନ ମଣ୍ଡଳୀର ପଂଚାୟତ ପିଇନ ଏବଂ ଏସିଏଏମ ଙ୍କ ଦରମା ବୃଦ୍ଧି ପାଇଁ ଦାବୀ ରଖିଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା l କୋଟପାଡ଼ ନିର୍ବାଚନ ମଣ୍ଡଳୀରେ 54ଟି ପଂଚାୟତ ରହିଥିବା ବେଳେ ପିଇନ ଏବଂ ଏସିଏଏମ ଙ୍କୁ ପାରିଶ୍ରମିକ ବୃଦ୍ଧି ପାଇଁ ବସିସ୍ପତିଙ୍କୁ ଦାବୀ ଜଣାଇଥିଲେ l