ପୋଲସରା: ଚିରିକିପଡା ଶାସନ ଗ୍ରାମର ଦୁଇ ପରିବାର ମଧ୍ୟରେ ଝଗଡା, ଥାନାରେ ଅଭିଯୋଗ।
ଦୁଇ ପରିବାର ମଧ୍ୟରେ ଝଗଡ଼ା,ଜିନିଷ ଆଣିବାକୁଯାଇ ପୋଲିସ,ପରିବା ଓ ସରପଞ୍ଚ ମଧ୍ୟରେ ବାକଯୁଦ୍ଧ,ଥାନାରେ ଏତଲା ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ସ୍ବର୍ଗତ ଦାସ ଗୌଡ଼ଙ୍କ ଦୁଇ ପୁଅ ଆଙ୍ଗୁଲି ଗୌଡ଼ ଓ ବିଶୁ ଗୌଡ଼ ମଧ୍ୟରେ ବହୁ ଦିନ ତଳୁ ପୈତୃକ ସଂପତ୍ତି ଭାଗ ବଣ୍ଟନକୁ ନେଇ ପରସ୍ପର ସହ ଝଗଡା ସୃଷ୍ଟି ହୋଇଥିଲା।ଯାହାକି ପୈତୃକ ସଂପତ୍ତିର ଅଧିକା ଭାଗ ବଡ଼ ପୁଅ ଆଙ୍ଗୁଲି ନେଇ ସାନ ପୁଅ ବିଶୁକୁ ଠକି ନେଇଥିବା ବେଳେ ସେହି ଦିନଠାରୁ ଉଭୟ ଭାଇଙ୍କ ମଧ୍ୟରେ ଶତୃତା ଆରମ୍ଭ ହୋଇଥିଲା। ସୁରଥରେ ଆଙ୍ଗୁଲି ଓ ବିଶୁଙ୍କ ପୁଅ ମାନେ ରହି କାମ କରି ଆସୁଥିଲେ। ଆଜି ଅପରାହ୍ନ୨ଟାରେ ଅଭିଯୋଗ