ବ୍ରହ୍ମଗିରି: ବ୍ରହ୍ମଗିରି ପି. ଏମ୍. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ରୀଡା ଉତ୍ସବ ଅନୁଷ୍ଠିତ,
ଶନିବାର ସନ୍ଧ୍ୟା ୬ ଘଟିକା ସମୟରେ ବ୍ରହ୍ମଗିରି ପି. ଏମ୍. ଶ୍ରୀ ସରକାରୀ ବିଦ୍ୟାଳୟରେ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନ୍ୟଗନ୍ୟ ଅତିଥି ଯୋଗଦେଇଥିବା ବେଳେ ଜିଲ୍ଲା ଶିଶୁ ସୁରେକ୍ଷା ଅଧିକାରୀ ଶୁଭ ନାରାୟଣ ସତପଥୀ ଯୋଗଦେଇଛନ୍ତି।