ତରାଶିଙ୍ଗୀ: ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
Tarasingi, Ganjam | Oct 21, 2024
ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଦିନ ୧୦ ରୁ ଆରମ୍ଭ ହୋଇ ଦୁଇଟା ପର୍ଯ୍ୟନ୍ତ ଚାଲିଥିଲା । ଗଞ୍ଜାମ...