କଣ୍ଟାବାଞ୍ଜି: ଏନଏସି ଅଫିସ ପାଖ ଆମ୍ବେଦକର ଛକରେ ଶ୍ରମିକ ଦିବସ ପାଳିତ
ଆଜି ମେ ୧ ତାରିଖ ଅର୍ଥାତ ଶ୍ରମିକ ଦିବସ। କଣ୍ଟାବାଞ୍ଜି ଏନଏସି ଅଫିସ ପାଖରେ ଥିବା ଆମ୍ବେଦକର ଛକରେ ଏହି ଦିବସ ପାଳନ କରାଯାଇଥିଲା। ବାବା ସାହେବଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କ୍ୟାଣ୍ଡେଲ ଜଲଯାଇଥିଲା। ଶ୍ରମିକ ଦିବସ ଉପରେ ଆଲୋଚନା ମଧ୍ୟ ହୋଇଥିଲା।