ନର୍ଲା: ନର୍ଲା ଥାନା ଅଞ୍ଚଳର ପିତାମ୍ବର ବାଗ ଏଵଂ ପୁରୁନ୍ଦ୍ ର ସାହୁ ଙ୍କ ସହିତ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଝଗଡା ଘଟଣା ଥାନାରେ ଆପୋଷ ସମାଧାନ
ସୂଚନା ଯୋଗ୍ୟ ଆଜି ଷୋମବାର ଦିନ ସକାଳ ଆଠ ଘଣ୍ଟା ସମୟରେ ନର୍ଲା ଥାନା ଅଞ୍ଚଳର ପିତାମ୍ବର ବାଗ ଏବଂ ପୁରୁ ନ୍ଦର୍ ସାହୁ ଙ୍କ ସହିତ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଝଗଡା ହୋଇଥିଲେ ଏଥିରେ ପୁରୁ ନ୍ଦ୍ରର ସାହୁ ଅପରାହ୍ନ ଏକ ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଥିଲେ ଅନ୍ୟ ପକ୍ଷରେ ପିତାମ୍ବର ମଧ୍ୟ ଥାନାରେ ଅଭିଯୋଗ କରିଥିବା ଘଟଣା କୁ ନେଇ ଥାନାରେ ଉଭୟ ପକ୍ଷ ଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିବା ସୂଚନା ମିଳିଛି