ବୀରମହାରାଜପୁର: ଶଙ୍କରା ପ୍ରାଥମିକ ସେବା ସମବାୟ ସମିତିରେ ସମିତି ସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ
ବିନିକା ବ୍ଲକ ଶଙ୍କରା ପ୍ରାଥମିକ ସେବା ସମବାୟ ସମିତି ରେ ସମିତି ସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ସଭାପତି ଧର୍ମରାଜ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଓ ସମ୍ପାଦକ ବୃନ୍ଦାବନ ମିଶ୍ର ଙ୍କ ପରିଚାଳନା ରେ ଆୟୋଜିତ ବୈଠକ ପି ଇ ଓ ବବିତା ଭୋଇ, ରାଜସ୍ବ ନୀରିକ୍ଷକ ବୁଲୁ ମେହେର, ଏ ଓ ରାଜେନ୍ଦ୍ର ମିଶ୍ର, ଏସ ଓ ଏଲ ପି ସଭ୍ୟ ପୀତବାସ କର୍ଣ୍ଣ, ଦାଶରଥି ନନ୍ଦ,ଅଶୋକ କୁମାର ପଣ୍ଡା ସୁର୍ଯ୍ୟ ନାରାୟଣ ହୋତା, ନେତ୍ର ଗୁରୁ, ଙ୍କ ସମେତ ଚାଷୀ ପ୍ରଶାନ୍ତ ପଣ୍ଡା, ଅଶ୍ଵିନୀ ପଣ୍ଡା, ଦେବାଶିଷ ପଣ୍ଡା ଉପସ୍ଥିତ ଥିଲେ l ବୈଠକ ରେ ଶଙ୍କରା ସେବା