ନବରଙ୍ଗପୁର ଜିଲ୍ଲା ଗୋବାଗୁଡା ଗ୍ରାମର ପୂର୍ଣ୍ଣିମା ସାନ୍ତା ନାମକ ଜଣେ ଯୁବତୀ କେଉଁ ଆଡେ ନିଖୋଜ ହୋଇଯାଇଛନ୍ତି। ଏନେଇ ତାଙ୍କ ପରିବାର ଲୋକେ ପୋଲିସ କୁ ଖବର ଦେଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ନିଖୋଜ ଯୁବତୀଙ୍କ କୌଣସି ସୂଚନା ଯଦି କେହି ପ୍ରଦାନ କରନ୍ତି, ତାଙ୍କୁ ନବରଙ୍ଗପୁର ଜିଲ୍ଲା ପୋଲିସ ପକ୍ଷରୁ ପୁରସ୍କାର ପ୍ରଦାନ କରଜୀବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।