ଗଂଜାମ ଜିଲ୍ଲା ଭଂଜନଗର ଡହ ଜଳସେଚନ ଡ୍ୟାମ ପରିଦର୍ଶନ କରିଛନ୍ତି ଜଳ ସେଚନ ବିଭାଗର ବରିଷ୍ଠ ଅଧିକାରୀ ମାନେ । ଜଳ ସେଚନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଅ।ଜି ଦିନ 11 ଘଣ୍ଟ ସମୟରେ ଡ୍ୟାମ ନିକଟରେ ପହଁଚି ବିଭିନ୍ନ ଉନ୍ନତ କରଣ ଉପରେ ଅ।ଲୋକପାତ କରିଥିଲେ । ଏଥିସହ ଡହ ଜଳସେଚନ ଡ୍ୟାମ ଉପରେ ନିର୍ଭର କରି ଚଳୁଥିବା ଚାଷି ମାନେ ସଠିକ ସମୟରେ କିଭଳି ଭାବରେ ନିଜ ଜମିକୁ ଜଳ ସେଚିତ କରି ପାରିବେ ସେ ନେଇ ଅ।ଲୋକପାତ ହୋଇଥିବା ଜଣାପଡିଛି ।