ବାଲେଶ୍ବର ମ୍ୟୁନିସିପାଲଟି: ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ବାଲେଶ୍ବର ସଦର ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଏବଂ ସାମୁହିକ ପ୍ରାର୍ଥନା।
Baleshwar M, Balasore | Jun 22, 2025
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ବାଲେଶ୍ବର ସଦର ବିଜୁ ଜନତା ଦଳ ପକ୍ଷରୁ...