ରେମୁଣା: ରେମୁଣା ଅଚ୍ୟୁତପୁର ଠାରେ ବହୁମୁଖି ଇଣ୍ଡୋର ଷ୍ଟାଡିୟମ୍ ପ୍ରକଳ୍ପର ଶୁଭ ଶିଳାନ୍ୟାସ ଅବସରରେ ଯୋଗଦେଲେ ରେମୁଣା ବିଧାୟକ
ରେମୁଣା ଅଚ୍ୟୁତପୁର ଠାରେ ୬.୭୪ କୋଟି ଟଙ୍କା ବିନିମୟରେ ହେବାକୁ ଥିବା ବହୁମୁଖି ଇଣ୍ଡୋର ଷ୍ଟାଡିୟମ୍ ପ୍ରକଳ୍ପର ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ। ଏହି ଅବସରରେ ରେମୁଣା ବିଧାୟକ ଯୋଗଦେଇ ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ କରିଥଲେ। ଉକ୍ତ କାର୍ଯ୍ୟକ୍ରମ କୁ ମଙ୍ଗଳବାର ଅପରାହ୍ନ ୪:୪୫ ରେ ସମାପନ କରଯାଇଥିଲା।