ରାଜ୍ୟ ସରକାର ଙ୍କ ନଗର ଉନ୍ନୟନ୍ ବିଭାଗ ପକ୍ଷରୁ ନୋଟିଫିକେ ସନ୍ ନମ୍ବର୍ -16195 ତା -22-06-2026 ଅନୁଯାୟୀ ଚିଠି ନମ୍ବର୍ 78 ତା 02/01/2026 ଶୁକ୍ରବାର ଦିନ ଡାଇରେକ୍ଟର ଅଫ ମ୍ୟୁ ସି ପାଲଟି ଆଡମିନିଷ୍ଟେଟିଭ ପକ୍ଷରୁ ନର୍ଲା ବ୍ଲକ୍ BDO ଙ୍କୁ ନୂତନ NAC ଦାୟିତ୍ଵ ମିଳୁଥିବା ଆଜି ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ସୂଚନା ମିଳିଛି