ଛତ୍ରପୁର: ଆମ୍ବକୋଇଲିରେ ଯାଉ ଖାଇ ଅସୁସ୍ଥ ଘଟଣା, ବଡ଼ ମେଡିକାଲରେ ଅସୁସ୍ଥଙ୍କୁ ଭେଟି ପ୍ରତିକ୍ରିୟା ରଖିଲେ ପୂର୍ବତନ ବ୍ରହ୍ମପୁର ବିଧାୟକ
କନ୍ଧମାଳ ଦାରିଙ୍ଗବାଡି ଅଞ୍ଚଳରେ ଆମ୍ବ କୋଇଲି ଯାଉ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଗୁରୁତର ଅସୁସ୍ଥ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି l ଘଟଣାରେ ରବିବାର ଅପରାହ୍ନ ୫ ଟା ରେ ବ୍ରହ୍ମପୁର ବିଜେଡିର ଏକ ଟିମ ବ୍ରହ୍ମପୁର ବଡ଼ ମେଡିକାଲ ଯାଇ ଅସୁସ୍ଥ ମାନଙ୍କୁ ଭେଟିଛନ୍ତି l ଏହି ଅବସରରେ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା....