ବୀରମହାରାଜପୁର: ସରକାରୀ ବସଷ୍ଟାଣ୍ଡରୁ ଟେମ୍ପୋ ସହ 4 କେଜି ଗଞ୍ଜେଇ ଜବତ, ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ଅବକାରୀ ବିଭାଗ
Biramaharajpur, Subarnapur (Sonepur) | Jul 16, 2025
ବୀରମହାରାଜପୁର ସରକାରୀ ବସଷ୍ଟାଣ୍ଡରୁ ଟେମ୍ପୋ ସହ ଗଞ୍ଜେଇ ଜବତ୍ କରି ଦୁଇଜଣ ଅଭିଯୁକ୍ତଙ୍କୁ ଆଜି ଅପର୍ଣ ପ୍ରାୟ 4ଟରେ କୋର୍ଟ ଚାଳନା କରଛି...