ଜୁନାଗଡ: ଜମିବାଡ଼ିକୁ ନେଇ ମହାଳିଙ୍ଗରେ ଭାଇର ଟାଙ୍ଗିଆ ଚୋଟରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା, ଧର୍ମଗଡ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର
Junagarh, Kalahandi | Jul 16, 2025
ଜମି ବାଡ଼ି ବିବାଦ କୁ କେନ୍ଦ୍ର କରି ଭାଇ କୁ ହତ୍ୟା କଲା ଭାଇ । ଭାଇ ର ଟାଙ୍ଗିଆ ଆକ୍ରମଣ ରେ ଭାଇ ମୃତ l ମୃତକ ହେଲେ ମହାଳିଙ୍ଗ ଗାଁ ର ଗୋକୁଳ...