ଜୁନାଗଡ: ଜୁନାଗଡ଼ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆତ୍ମ ନିର୍ଭର ଶୀଳ ଭାରତ ଏବଂ ଭଗବାନ ବିର୍ସା ମୁଣ୍ଡା ଙ୍କ 150 ତମ ଜନ୍ମ ଜୟନ୍ତୀ ପାଳିତ
ଆଜି 23ତାରିଖ ରବିବାର ସକାଳ 11ଟାରୁ ମଧ୍ୟହ୍ନ 2ଟା ପର୍ଯ୍ୟନ୍ତ ଜୁନାଗଡ଼ ଠାରେ ଆତ୍ମ ନିର୍ଭର ଶୀଳ ଭାରତ, "ରନ ଫର ୟୁନିଟି " ଭାରତ ର ପ୍ରଥମ ଗୃହ ମନ୍ତ୍ରୀ ତଥା ଲୌହ ମାନବ ସ୍ବର୍ଗତ ସର୍ଦାର ବଲ୍ଲଭ ଭାଇ ପଟେଲ ଓ ଆଦିବାସୀ ମାନଙ୍କ ମସିହା ଭଗବାନ ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ ସମେତ ଆତ୍ମ ନିର୍ଭର ଶୀଳ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେପି ନେତା ମନୋଜ ମେହେର ସଭା ପରିଚାଳନା କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,