ଆଜି ଶିମିଳିପାଳ ଜାତୀୟ ଉଦ୍ୟାନର ଉପର ବାରାକାମୁଡ଼ାରେ ତାପମାତ୍ରା ୩ ଡିଗ୍ରୀ,ଚହଲାରେ ୪ ଡିଗ୍ରୀ, ଗୁଡ଼ଗୁଡିଆରେ ୬ ଡିଗ୍ରୀ, ତାପମାତ୍ରା ରେକର୍ଡ କରାଯାଇଛି। ହାଡ଼ଭଙ୍ଗା ଶୀତ ଯୋଗୁଁ ସକାଳେ ଏବଂ ସନ୍ଧ୍ୟା ରେ ଘରୁ ବାହାରିବା କଷ୍ଟକର ହେଇ ପଡିଛି । ଲୋକମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ଘଣ୍ଟା ଘଣ୍ଟା ବସି ରହୁଛନ୍ତି ।