ଆଜି ସମ୍ବଲପୁର ଠାରେ ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ର କେନ୍ଦ୍ରୀୟ ସାଧାରଣ ପରିଷଦ ସଭା ହୋଇଯାଇଛି l ଏହି ବୈଠକରେ ମାର୍ଚ୍ଚ ୧୬ ଅଙ୍ଗନବାଡି କର୍ମୀ ଆର୍ ଡି ସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ l ଅଙ୍ଗନବାଡି କର୍ମୀ ଙ୍କୁ ସରକାରୀ ମାନ୍ୟତା ଦେବା, ସମାନ କାମକୁ ସମାନ ଦରମା ,ଶ୍ରମିକର ମାନ୍ୟତା ଦେବା, ଶ୍ରମ ସମିଳନୀରେ ନିଷ୍ପତ୍ତି ଅନୁସାରେ ୨୬ ହଜାର ଟଙ୍କା ପ୍ରଦାନ କରିବା ଭଳି ଦାବି ନେଇ ଆଜି ଏହି ବୈଠକରେ ନିଷ୍ପତି ନିଆଯଇଛି l