ମୋରଡା: ମୋରଡ଼ା ଥାନା ଏବଂ ରାସଗୋବିନ୍ଦପୁର ଥାନାରେ କାର୍ଯ୍ୟରତ ତିନିଜଣ ଏଏସଆଇଙ୍କର ବଦଳି ନିର୍ଦେଶ ଜାରିକଲେ ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲ୍ଲୀ
ମୋରଡା ନିର୍ବାଚନ ମଣ୍ଡଳୀ ଅଧୀନ ମୋରଡା ଏବଂ ରାସଗୋବିନ୍ଦପୁର ଥାନାରେ କାର୍ଯ୍ୟରତ ୩ଜଣ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ମାନଙ୍କର ଶୁକ୍ରବାର ରାତି ଦଶଟାରେ ବଦଳି ନିର୍ଦେଶ ଜାରିକଲେ ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଟୁପଲ୍ଲୀ l ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ସବଇନ୍ସପେକ୍ଟର ଏବଂ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ମାନଙ୍କର ବଦଳି ନିର୍ଦେଶ ଜାରି କରିଛନ୍ତି ମୟୁରଭଞ୍ଜ ଏସପି l