ବୀରମହାରାଜପୁର: ଧାନ ନଉଠିବା ଓ ମଣ୍ଡିରେ ଗଜା ହେବା ପ୍ରତିବାଦରେ ଉଲୁଣ୍ଡାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ବସ୍ତା ରଖି ଚାଷୀଙ୍କ ଧାରଣା #jansamasya
Biramaharajpur, Subarnapur (Sonepur) | Jun 23, 2025
ଉଲୁଣ୍ଡା| ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଶତାଧିକ ଚାଷୀଙ୍କ ଧାନ ନ ଉଠିବା ଓ ମଣ୍ଡି ରେ ଧାନ ପଡ଼ି ଗଜା ହୋଇଯିବା ପ୍ରତିବାଦ ରେ ଚାଷୀମାନେ...