ଆଳି: ଅରେହିକଣା ଗ୍ରାମ ଠାରେ ୨୬ ତମ ଚେତନା ଗାୟତ୍ରୀ ମହାଯଜ୍ଞରେ ଯୋଗ ଦେଲେ ମନ୍ତ୍ରୀ ପ୍ରତାପ କେଶରୀ ଦେବ
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ୍ ଅନ୍ତର୍ଗତ ଅରେହିକଣା ଗ୍ରାମ ଠାରେ ୨୬ ତମ ଚେତନା ଗାୟତ୍ରୀ ମହାଯଜ୍ଞରେ ଆଜି ଶୁକ୍ରବାର ସନ୍ଧ୍ୟା ୭ ଘଟିକା ସମୟରେ ଯୋଗ ଦେଲେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ଆଳି ବ୍ଳକ୍ ବିଜୁ ଜନତା ଦଳର ସଭାପତି ସନାତନ ମିଶ୍ର ।