ବାଲେଶ୍ବର ମ୍ୟୁନିସିପାଲଟି: ସୌମ୍ୟାଶ୍ରୀ ଘଟଣାର ଦୁଇ ଜଣ ପ୍ରତ୍ୟକ୍ଷଦର୍ଶୀ ଙ୍କ ବୟାନ ବାଲେଶ୍ଵର JMFC ଙ୍କ ସମ୍ମୁଖରେ ରେକର୍ଡ କଲା କ୍ରାଇମ ବ୍ରାଞ୍ଚ ଟିମ।
Baleshwar M, Balasore | Jul 23, 2025
ସୌମ୍ୟାଶ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଦିନ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଦୁଇ ଜଣ ଛାତ୍ରୀ ଙ୍କ ବୟାନ ଆଜି ଅପରାହ୍ନ ୫ଟାରେ ବାଲେଶ୍ଵର...