ବୀରମହାରାଜପୁର: ମେଣ୍ଡାମାଲ ଗ୍ରାମର ଗୋଚର, ପତ୍ରାଜଙ୍ଗଲ ଏବଂ ଗ୍ରାମ୍ୟ ଜଙ୍ଗଲ ଜମିରୁ ଜବର ଦଖଲ ଉଛେଦ ଦାବିରେ ବିରମହାରାଜପୁର ତହସିଲ ଘେରିଲେ ଗ୍ରାମବାସୀ
ମେଣ୍ଡାମାଲ ଗ୍ରାମର ଗୋଚର, ପତ୍ରାଜଙ୍ଗଲ ଏବଂ ଗ୍ରାମ୍ୟ ଜଙ୍ଗଲରୁ ଜବର ଦାଖଲ ଉଛେଦ ଦାବିରେ ଆଜି ମଧ୍ୟାହ୍ନ ପ୍ରାୟ 12ଟା ସମୟରେ ବିରାମହରାଜପୁର ତହସିଲ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ l ସୂଚନା ଅନୁସାରେ ମେଣ୍ଡାମାଲ ମୌଜରେ ଥିବା ଗୋଚର, ପତ୍ରାଜଙ୍ଗଲ ଏବଂ ଗ୍ରାମ୍ୟ ଜଙ୍ଗଳ ଜମିକୁ କିଛି ଖଲ ପ୍ରକୃତିର ଲୋକ ଜବର ଦାଖଲ କରି କପା ଏବଂ ଧାନ ଚାଷ କରୁଛନ୍ତି l ଫଳରେ ଗ୍ରାମବାସଙ୍କ ଯିବା ଆସିବରେ ଅସୁବିଧର ସମ୍ମୁଖୀନ ହେବା ସହ ଗାଈ ଗୋରୁମାନେ ଚାରଣ କରିବାରେ ବହୁ ଅସୁବିଧା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏପରିକି ଗ୍ରାମର ସ୍କୁଲ ଚାରି ପଶ୍ଵରେ ଥିବା ଜମି ମଧ୍ୟ୍ୟ ଜବର ଦାଖଲ କରାଯ