ପିସିସି ସଭାପତିଙ୍କ ନିର୍ଦେଶକ୍ରମେ ଟିଟିଲାଗଡ଼ ବ୍ଲକ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ଧାରଣା ଟିଟିଲାଗଡ଼ -ରାଜ୍ୟ ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାଶ ଙ୍କ ନିର୍ଦେଶ କ୍ରମେ ଆଜି ଟିଟିଲାଗଡ଼ ବ୍ଲକ କଂଗ୍ରେସ ତରଫରୁ ତିନି ଦଫା ଦାବୀ ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦେବା ସହ ତୁରନ୍ତ ଭି ବି ଜି ରାମ ଜି ଯୋଜନାର ନାମକୁ ପ୍ରତ୍ୟାହାର କରିବା ସହିତ ପୂର୍ବ ଭଳି ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟକାରୀ କରିବାକୁ ଦାବୀ କରିଛନ୍ତି l ବ୍ଲକ କଂଗ୍ରେସ ସଭାପତି ମଗନ ସୁନାଙ୍କ ନେତୃତ୍ୱରେ କଂଗ୍ରେସ ନେତା ବୀରେନ୍ଦ୍ର ବା