ଆର ଉଦୟଗିରି ଥାନା ଗଡ଼ର ଗ୍ରାମ ନିକଟ ରୁ ରୁପା ବ୍ୟବସାଇ ସନ୍ତୋଷ ଙ୍କ ରୁପା ବ୍ୟାଗ ଚୋରି କରି ନେଇଥିଲେ ଦୁର୍ବୃତ୍ତ ପୋଲିସ ତଦନ୍ତ କରି ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ରୁ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ ଯାହାକୁ ନେଇ ରାତି 8ଟା ରେ ଗଜପତି ଏସପି ସ୍ଵାତି ଏସ କୁମାର ଆର ଉଦୟଗିରି ଥାନା ରେ ମତ ରଖିଛନ୍ତି