ପଟ୍ଟାଙ୍ଗୀ: ଗାଲଗାଡ ରାସ୍ତା ଉପରେ ଭାର ସାମ୍ୟ ହରାଇ ଦୁର୍ଘଟଣା ପଡ଼ିଥିବା ଯୁବକଙ୍କୁ ଉଦ୍ଧାର କରି ମେଡିକାଲ ପଠେଇଲେ ବି ଆର ପି
ନନ୍ଦପୁର ଥାନା ଅନ୍ତର୍ଗତ ଖୁର୍ଜୀ ଗ୍ରାମ ପଞ୍ଚାୟତର ଗାଲଗାଡ ରାସ୍ତା ଉପରେ ଭାର ସାମ୍ୟ ହରାଇ ଦୁର୍ଘଟଣା ପଡ଼ିଥିବା ଯୁବକ ଙ୍କୁ ଉଦ୍ଧାର କରି ମେଡିକାଲ ପଠେଇଲେ ବ୍ଲକର କାର୍ଯ୍ୟରତ ତିନି ବିଆରପି। ସେମାନେ ହେଲେ ମୀନ ଚୌଧୁରୀ, ବିଜୟ ଲକ୍ଷ୍ମୀ ଡଙ୍ଗାୟତ୍, ହେମଲତା ଖରା ପ୍ରମୁଖ ଖେମୁଣ୍ଡୁ ଗୁଡା ଯାଉଥିବା ବେଳେ ଗାଲଗଡା ରାସ୍ତା କଡରେ ବାଇକ୍ ଦୁର୍ଘଟଣା ଘଟି ପଡି ଥିବା ଯୁବକ କୁ ଉଦ୍ଧାର କରିବା ସହ ମେଡ଼ିକାଲ ପଠେଇଥିଲେ l