ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବାଞ୍ଜିପଦର୍ ପଞ୍ଚାୟତର ସିନାପାଲି ଗ୍ରାମରେ ଆୟୋଜିତ ପବିତ୍ର ଅଷ୍ଟପ୍ରହରୀ ନାମଯଜ୍ଞରେ ସାମିଲ ହେବାର ସୌଭାଗ୍ୟ ଲାଭ କରିଲି। ହରିନାମ ସଙ୍କୀର୍ତ୍ତନର ଦିବ୍ୟ ଧ୍ୱନି ସମଗ୍ର ପରିବେଶକୁ ଆଧ୍ୟାତ୍ମିକତାରେ ଭରିଦେଇଥିଲା। ଏହି ପବିତ୍ର ଯଜ୍ଞ ମାଧ୍ୟମରେ ପ୍ରଭୁଙ୍କ କୃପାରେ ସମସ୍ତ ଗ୍ରାମବାସୀଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସଦ୍ଭାବନା ବିରାଜିତ ହେଉଏହି କାମନା କରୁଛି ।