ଝାରସୁଗୁଡା: ୧୮ ତାରିଖ ରୁ କୁମଢାପାଲି ରେ ଆୟୋଜିତ ଧନୁଯାତ୍ରା ପାଇଁ ବାର୍ତ୍ତା ଦେଲେ ଗ୍ରାମବାସୀ
କୁମୁଡ଼ାପାଲି ରେ ହେବାକୁ ଥିବା ଧନୁଯାତ୍ରା କୁ ନେଇ ବାର୍ତ୍ତା ପ୍ରଦାନ କଲେ କିଶୋର ପଟେଲ ଓ ନିକୁଞ୍ଜ ବିହାରୀ ମିଶ୍ର। ଅଶାନ୍ତ ୧୮/୧୨/୨୦୨୫ ରୁ ୨୫/୧୨/୨୦୨୫ ପର୍ୟ୍ଯନ୍ତ ହେବାକୁ ଥିବା ଧନୁଯାତ୍ରା ରେ ବରଗଡ଼ ର ପୁର୍ବତନ କଂସ ଭୁବନେଶ୍ୱର ପ୍ରଧାନ କଂସ ଭୂମିକାରେ ଅଭିନୟ କରିବେ । ବାର୍ତ୍ତା ମାଧ୍ୟମରେ ସମସ୍ତଙ୍କୁ ନିମନ୍ତ୍ରଣ ଦେବା ସହ ସମସ୍ତେ ଆସି ଯାତ୍ରା ର ଭରପୁର ଆନନ୍ଦ ନେବାକୁ ନିବେଦନ କଲେ।