ହିନ୍ଦୋଳ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉରେ ୩ଜଣ ମଦ ବ୍ୟବସାୟୀ ଗୀରଫ, ୩ ବେନାମୀ ମାମଲା ରୁଜୁ
Hindol, Dhenkanal | Jul 29, 2025
ଢେଙ୍କାନାଳ ଜିଲ୍ଲାରେ ଜିଲ୍ଲାପାଳ ଓ ଅବକାରୀ ଅଧ୍ୟକ୍ଷକଙ୍କ ନିର୍ଦ୍ଦେଶରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ପ୍ରତ୍ୟେକ ଦିନ...