ଦ୍ରୁତଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦେଶକ୍ରମେ ଗୁରୁବାର ଅପରାହ୍ନ ତିନିଟାରେ ବେତନଟୀ ଡାକ୍ତରଖାନାରେ ପୁରୁଷ ବନ୍ଧ୍ୟାକରଣ ସମ୍ପର୍କିତ ସଚେତନତା ରଥ ପରିକ୍ରମା ଅଭିଯାନକୁ ପତାକା ଦେଖାଇ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କଲେ ଡାକ୍ତରଖାନା ଅଧିକାରୀ ଡ. ସିପୁନ କୁମାର ପଣ୍ଡା l