ବରଗଡ: ଭଟଲି ଛକରୁ ଲମ୍ବା ବିଲଡିଙ୍ଗ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନର ଜବରଦଖଲ ଉଚ୍ଛେଦ ସମୟରେ ଦେଖାଦେଲା ଉତ୍ତେଜନା
Bargarh, Bargarh (Baragarh) | Jul 30, 2025
ଭଟଲି ଛକରୁ ଲମ୍ବା ବିଲଡିଙ୍ଗ ପର୍ଯ୍ୟନ୍ତ ଜବରଦଖଲ ଉଛେଦ କରୁଛି ଜିଲ୍ଲା ପ୍ରଶାସନ || ରାସ୍ତା ପ୍ରଶାସ୍ତି କରଣ ଏବଂ ଡ୍ରେନ ନିର୍ମାଣ କରିବା...