ବୌଦ୍ଧ ସଦର: ଜଡ଼ାପାଲ ଗ୍ରାମରୁ ବେଆଇନ ଦେଶୀ ମଦ ତିଆରି ଆଡାରେ ବୌଦ୍ଧ ଅବକାରୀ ପୋଲିସର ଚଢ଼ାଉ, ୨୪୦ କେଜି ମହୁଲ ପୋଚ ନଷ୍ଟ
Baudh Sadar, Boudh (Bauda) | Jul 20, 2025
ଆଜି ସନ୍ଧ୍ୟା ୭ଟା ସମୟରେ ବୌଦ୍ଧ ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ବୌଦ୍ଧ ବ୍ଲକ ବାଉଁଶୁଣି ଥାନା...