ସାଧୁବାହାଳି ଠାରେ କିସାନ ସମାଜର ସାଂସ୍କୃତିକ ଭବନ ଉଦଘାଟିତ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ସାଲେଭଟା ପଞ୍ଚାୟତ ଅନ୍ତର୍ଗତ ସାଧୁ ବାହାଳି ଠାରେ ଆଦିବାସୀ ଉନ୍ନୟନ ପରିଷଦ କିସାନ ଭାଷା କଳା ଓ ସଂସ୍କୃତି ପକ୍ଷରୁ ଶୁକ୍ରବାର ସକାଳେ କିସାନ ସମାଜର ସାଂସ୍କୃତିକ ଭବନ ଉଦଘାଟନ ହୋଇଯାଇଛି , ଏଥିରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ମାଧବ ମିର୍ଦ୍ଧା ସମ୍ମାନୀତ ଅତିଥି ଭାବେ ସୁରେଶ ଚନ୍ଦ୍ର କିସାନ , ବାବୁଲା ସାହୁ , ଅର୍ଜୁନ ସାହୁ , ଯୋଗଦେଇ ଥିଲେ ଏଥିରେ ଅରବିନ୍ଦ କୁମାର ରାଉତ ମଞ୍ଚ ପରିଚାଳନା କରିଥିଲେ , ଏହି କାର୍ଯ୍ୟକ୍ରମକୁ ବିଜୟ କିସାନ ଓ ମହରଗା କିସାନ ଆୟୋଜ