ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ବିଡିଓ ଅ।ଜି ଦିନ 10 ଘଣ୍ଟ ସମୟରେ ଖମାରି ଗ୍ରାମ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ଖମାରି ଗ୍ରାମରେ ଚାଲିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିବା ସହ କିଭଳି ଭାବରେ ନିର୍ମାଣ କାର୍ଯ୍ୟ ଚାଲୁରହିଛି ତାହା ବୁଲି ଦେଖିଥିଲେ । ଏଥିସହ ପ୍ରତିଟି ଯୋଜନା ଏହି ଗ୍ରାମରେ କିଭଳି ଭାବରେ କାର୍ଯ୍ୟକାରୀ ହୋଇପାରିବ ସେ ନେଇ ପଂଚାୟତର ଅଧିକାରୀଙ୍କ ସହ ଅ।ଲୋକପାତ କରିଥିଲେ ବିଡିଓ ।